Bhakani by Biki Pere

250.00

ଭ କା ନି ଗୁଟେ ଉଯୋଗ , ଏଛେନ ର ନୂଆ ପିଢୀ ଲାଗି , ଜେନଥି ଆମର ପୁରୁଣା କଥା ଆଉ ଲଥା ରହିଛେ । ଓଡିଶା ର ପଶ୍ଚିମାଞ୍ଚଳ ରେ ଇ କଥା ସବୁ ଶୁନବାର କେ ମିଳିଥିଶୀ । ଇନ୍ର ଧନୁ ରେ ସାତ ପ୍ରକାର ରଙ୍ଗ ଜେନତା ରହିଛେ ଭକାନି ରେ ଭି ସେନତା ସବୁ ପରିସ୍ଥିତି କେ ତାଳ – ମେଲ କରବାର କେ ଚେଷ୍ଟା କରା ଯାଇଛେ । ମୁନୁଷ ର ସାମାଜିକ ବ୍ୟବସ୍ଥା ଉପରେ ଆର୍ଥିକ ପରିସ୍ଥିତି ର ବ୍ୟକ୍ତିଗତ ଆଉ ସାମୁହିକ ପ୍ରଭାବ । ଜ୍ଞାନ ବିଜ୍ଞାନ ଉପରେ ଆଶା ଆଉ ଭରଷା , ଜେନଟା ବିକାଶ ର ବାଟ ଦୁଆର କୁହାଯିବା । ଧାର୍ମିକ ଆଉ ସାଂସ୍କୃତିକ ସାଙ୍ଗେ ଭୌତିକ ର ତାଳ ମେଲ ର ଭି ଉଯୋଗ କରା ଯାଇଛେ । ଯାହାକେ ଜେନତା ଟିକେ ଅଡୁଆ ଲାଗଲେ ମାଫ କରବେ । ସମିଆ ର ଖେଳ ଥି ତ ହାର ଆଉ ଜିତ ଦୁହିଟା ଦେଖବାର କେ ମିଲସି ହେଲେ ସେ ସବୁ କେ ହଜମ କରବାର ବଳ – ବଫୁ ଆଉ ମନ ଭି ଦରକାର । ସଭ୍ୟତା ତିଷ୍ଟିବାର ଲାଗି ଜେନତା ପାଏନ , ପବନ , ଜୁଏ , ଆକାଶ ଆଉ ଧରତୀ ର ଦରକାର ନିଜର ଆତ୍ମ ସମାଲୋଚନା ଲାଗି ଭକାନି ର ଦରକାର ପଡୁ । ଭକାନି ର ଉତ୍ତର ସୁନବାର କେ ଆତୁର – ବିତୁର ଲାଗୁଛେ ଆଉ ଗୁଟେ ବଡ ଆଶା ଭକାନି ର ଉତ୍ତର ଟା ମୋର ଲାଗି ଆଶିର୍ବାଦ ହେବା ……………..

ବିକି ପେରେ

  • Publisher ‏ : ‎ Booksclinic Publishing 
  • Language ‏ : Odia
  • Page :71
  • Size : 5.5×8.5
  • ISBN-13 ‏ : ‎9789358236736
  • Reading Age ‏ : ‎ 3 Years
  • Country Of Origin ‏ : ‎ India
  • Generic Name ‏ : ‎ Book

1 in stock (can be backordered)

SKU: book1876BCP Category:

Additional information

Dimensions 5.5 × 8.5 cm

Reviews

There are no reviews yet.

Only logged in customers who have purchased this product may leave a review.